ନିରୁତ୍ସୁକ Nirutsuka

  • ସଂ. ବିଣ. ପୁଂ. (ନିର୍=ଅତିଶୟ+ଉତ୍ସୁକ)+ ନିରତିଶୟ ବା ଅତ୍ୟନ୍ତ ଆଗ୍ରହଯୁକ୍ତ — Very ardent; over zealous
  • ସଂ. ବିଣ. ପୁଂ. (ନିର୍=ଅତିଶୟ+ଉତ୍ସୁକ)+ (ନିର୍=ନୁହେଁ+ଉତ୍ସୁକ)—ଆଗ୍ରହହୀନ — Without eagerness
  • ସଂ. ବି — (ନାମ)—ରୈବତକ ମନୁଙ୍କର ପୁତ୍ରବିଶେଷ — Name of a son of Rai̱bataka manu
  • ସଂ. ବି — ତ୍ରୟୋଦଶ ମନ୍ୱନ୍ତରରେ ସପ୍ତର୍ଷି ମଧ୍ୟରେ ଭାର୍ଗବ ଋଷି — Name of a Sage