ନିରୁତ୍ସାହା Nirutsāhā

  • ଗ୍ରା. (ପଦ୍ୟ)ବିଣ. — ନିରୁତ୍ସାହ (ଦେଖ) — Nirutsāha (See)
  • ଗ୍ରା. (ପଦ୍ୟ)ବିଣ. — ତୁମ୍ଭେ ସକାଶରୁ ସହିଲୁ ଆମ୍ଭେ ଯାହା ସୁଯୋଧନ ଜାଣ ହେଲେ ନିରୁତ୍ସାହା—କୃଷ୍ଣସିଂହ. ମହାଭାରତ. ବନ।