ନିରୁତ୍ତାପ Niruttāpa

  • ସଂ. ବିଣ. (ବହୁବ୍ରୀହି; ନିର୍+ଉତ୍ତାପ) — ଉତ୍ତାପଶୂନ୍ୟ — Free from heat
  • ସଂ. ବିଣ. (ବହୁବ୍ରୀହି; ନିର୍+ଉତ୍ତାପ) — ଶୀତଳ — Cool; cold
  • ସଂ. ବିଣ. (ବହୁବ୍ରୀହି; ନିର୍+ଉତ୍ତାପ) — ରାଗଦ୍ୱେଷାଦିଶୂନ୍ୟ — Free from passion