ନିରୁତ୍ତର Niruttara

  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ଉତ୍ତର ଯାହାର) — ଯେ ଉତ୍ତର ଦେଇ ପାରେ ନାହିଁ — Unable to give an answer
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ଉତ୍ତର ଯାହାର) — ନିର୍ବାକ୍; ଯାହାକୁ ଚୁପ୍ କରି ଦିଆଯାଏ — Answerless; silenced; nonplussed
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ଉତ୍ତର ଯାହାର) — ପ୍ରତ୍ୟୁତ୍ତରରହିତ — Unable to answer
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ଉତ୍ତର ଯାହାର) — ମୂକ — Speechless; mute
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ଉତ୍ତର ଯାହାର) — ମୌନୀ — Silent
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ଉତ୍ତର ଯାହାର) — ଯାହା ଅପେକ୍ଷା ବ଼ଡ଼ କେହି ନାହିଁ — Having no superior (M.W.)