ନିରୀତି Nirīti

  • ସଂ. ବିଣ. (ବହୁବ୍ରୀହି; ନିର୍+ଇତି=କୃଷିପ୍ରତିବନ୍ଧ) — ଇତିଶୂନ୍ୟ; କୃଷିପ୍ରତିବନ୍ଧକ ବୃଷ୍ଟ୍ୟାଦିରହିତ — Free from agricultural calamities or afflictions