ନିରୀକ୍ଷ୍ୟମାଣ Nirīkshyamāṇa

  • ସଂ. ବିଣ. (ନିର୍+ଈକ୍ଷ ଧାତୁ+କର୍ମ ବାଚ୍ୟରେ ଶାନଚ୍) ଦୃଶ୍ୟମାନ; ଯାହାକୁ ନିରୀକ୍ଷଣ କରାଯାଉ ଅଛି — Seen; being looked at; which is being gazed at