ନିରୀକ୍ଷା Nirīkshā

  • ସଂ. ବି. (ନିର୍+ଈକ୍ଷ ଧାତୁ+ଭାବ. ଅ+ଆ) — ପରିଦର୍ଶନ; ଚାହିଁବା — Looking at; regarding
  • ସଂ. ବି. (ନିର୍+ଈକ୍ଷ ଧାତୁ+ଭାବ. ଅ+ଆ) — ଆଶା — Hope; expectation (M.W.)