ନିରୀକ୍ଷଣ Nirīksnaṇa
- ସଂ. ବି. (ନିର୍=ବିଶେଷ ଭାବରେ+ଈକ୍ଷ ଧାତୁ=ଦେଖିବା +ଭାବ. ଅନ) — ଅବଲୋକନ; ସମ୍ୟକ୍ ଦର୍ଶନ; ବିଶେଷଭାବରେ ପରିଦର୍ଶନ — Inspection; observation; the looking at a thing steadily
- ସଂ. ବି. (ନିର୍=ବିଶେଷ ଭାବରେ+ଈକ୍ଷ ଧାତୁ=ଦେଖିବା +ଭାବ. ଅନ) — ଦୃଷ୍ଟି — Sight; view
- ସଂ. ବି. (ନିର୍=ବିଶେଷ ଭାବରେ+ଈକ୍ଷ ଧାତୁ=ଦେଖିବା +ଭାବ. ଅନ) — (ଜ୍ୟୋତିଷ)—ଗ୍ରହମାନଙ୍କର ପରିଦୃଶ୍ୟମାନ ଅବସ୍ଥା — (astronomy) The aspect of the planets
- ସଂ. ବି. (ନିର୍=ବିଶେଷ ଭାବରେ+ଈକ୍ଷ ଧାତୁ=ଦେଖିବା +ଭାବ. ଅନ) — ଏକ ଦୃଷ୍ଟିରେ ବା ମନୋଯୋଗ ସହକାରେ ଦେଖିବା — Gazing at