ନିରୀକ୍ଷକ Nirīkshaka
- ସଂ. ବିଣ. ପୁଂ. (ନିର୍=ବିଶେଷଭାବରେ+ଈକ୍ଷ ଧାତୁ= ଦେଖିବା+କର୍ତ୍ତୃ. ଅକ) — ନିରୀକ୍ଷଣକାରୀ; ପରି ଦର୍ଶନକାରୀ; ପର୍ଯ୍ୟବେକ୍ଷଣକାରୀ — Observing; visiting; viewing; seeing
- ବି. — ଦର୍ଶକ; ଦେଖଣାହାରୀ — Visitor; spectator
- ବି. — ପରିଦର୍ଶକ — Inspector
- ବି. — ତତ୍ତ୍ୱାବଧାରକ — Supervisor