ନିରିମାଣ Nirimāṇa

  • ଗ୍ରା. (ପଦ୍ୟ) — ନିର୍ମାଣ (ଦେଖ) — Nirmāṇa (See)
  • ଗ୍ରା. (ପଦ୍ୟ) — ସଭା ଦ୍ରବ୍ୟେ ସଭାକୁ ନିରିମାଣ କଲା, ଭୀମଙ୍କୁ ଗଦା ଅର୍ଜୁନଙ୍କୁ ଶଙ୍ଖ ଦେଲା। କୃଷ୍ଣସିଂହ, ମହାଭାରତ ସଭା।