ନିରିମାଇଲ Nirimāila

  • ଗ୍ରା. ବି. (ସଂ. ନିର୍ମାଲ୍ୟ) — ନିର୍ମାଲ୍ୟ (ଦେଖ) — Nirmālya (See)
  • ଗ୍ରା. ବି. (ସଂ. ନିର୍ମାଲ୍ୟ) — ଅଙ୍ଗାଏ ମହାର୍ଦ୍ଦ ଛୁଇଁଲେ ଯେ, କଣିକାଏ ନିରିମାଇଲ ଛୁଇଁଲେ ସେ। ଢଗ।
  • ଗ୍ରା. ବି. (ସଂ. ନିର୍ମାଲ୍ୟ) — ଦୁଇଜଣ ବ୍ୟକ୍ତି ପରସ୍ପରଙ୍କୁ ନିର୍ମାଲ୍ୟ ଶୁଖା ଯାଇଥିବା ଜଗନ୍ନାଥଙ୍କ ଅନ୍ନ ମହାପ୍ରସାଦ କଣିକା ଆଦାନ ପ୍ରଦାନଦ୍ୱାରା କରିଥିବା ବନ୍ଧୁତା — The friendship set up between two persons by exchange of dried boiled rice which has been offered to the Deity Jagannath of Puri or Lingaraj of Bhubaneswar
  • ଗ୍ରା. ବି. (ସଂ. ନିର୍ମାଲ୍ୟ) — ନିରିମାଇଲ। କାହିଁ କଥା ନେଇ କାହିଁ ଥୋଇଲ। ଢଗ।