ନିରିବାଣ Niribāṇa

  • ଗ୍ରା. ବି. — ଦେବୀବିଶେଷ — Name of a Goddess
  • ଗ୍ରା. ବି. — ମହାନଦୀ ଉପରେଣ ନିଗମ ଭୁବନ ଶମ୍ଭୁ ଆଶ୍ରେ କରିଣ ସେ ଦେବୀ ନିରିବାଣ—ଶ୍ରୀଗୁରୁଭକ୍ତିଗୀତା।
  • ଗ୍ରା. — ନିର୍ମାଣ (ଦେଖ) — Nirmāṇa (See)
  • ଗ୍ରା. — ନିର୍ବାଣ (ଦେଖ) — Nirbāṇa (See)