ନିରିଦୟା Niridayā

  • ଗ୍ରା. ବି (ସଂ. ନିର୍ଦ୍ଦୟତା) — ଦୟାହୀନତା; ନିର୍ଦ୍ଦୟତା; ନିଷ୍ଠୁରତା — Cruelty; unkindness
  • ବିଣ (ସଂ. ନିର୍ଦ୍ଦୟ) — Unkind; cruel