ନିରିଘାତ Nirighāta
- ଗ୍ରା. (ପଦ୍ୟ) ବି — ନିର୍ଘାତ (ଦେଖ) — Nirghāta (See)
- ଗ୍ରା. (ପଦ୍ୟ) ବି — ବଜ୍ର — Thunder
- ଗ୍ରା. (ପଦ୍ୟ) ବି — ଗୋବିନ୍ଦ ଶିରେ ଗଦାଘାତ ପଡ଼ିଲା ଯେହ୍ନେ ନିରିଘାତ—ଜଗନ୍ନାଥ, ଭାଗବତ।
- ଗ୍ରା. (ପଦ୍ୟ) ବି — ବଜ୍ରଧ୍ୱନି — The sound of thunder
- ଗ୍ରା. (ପଦ୍ୟ) ବି — ବଜ୍ର ପରି ବିକଟ ଶବ୍ଦ — A thundering sound
- ଗ୍ରା. (ପଦ୍ୟ) ବି — ବୋଲେ ଚେତା ହାରିଲି ମୁଁ ନିରିଘାତ ଶୁଣି—ସାରଳା. ମହାଭାରତ. ବି
- ବିଣ — ନିରିଘାତିଆ (ଦେଖ) — Nirighātiā (See)
- କ୍ରି. ବିଣ — ନିଷ୍ଠୁରଭାବରେ — Cruelly
- କ୍ରି. ବିଣ — ଭୟଙ୍କରରୂପେ — Seriously
- କ୍ରି. ବିଣ — ବେନି ବୃକ୍ଷ ହସ୍ତେ ଧରି ପିଟେ ନିରିଘାତ—ସାରଳା ମହାଭାରତ ଆଦି।