ନିରିଘାତିଆ Nirighātiā

  • ଗ୍ରା. ବିଣ. (ସଂ. ନିର୍ଘାତ) — ନିଷ୍ଠୁର — Cruel
  • ଗ୍ରା. ବିଣ. (ସଂ. ନିର୍ଘାତ) — ଭୟଙ୍କର — Frightful; terrific
  • ଗ୍ରା. ବିଣ. (ସଂ. ନିର୍ଘାତ) — ନିଦାରୁଣ — Severe; violent