ନିରିଖିବା Nirikhibā

  • ଦେ. କ୍ରି. (ନିରୀକ୍ଷଣ) — ନିରୀକ୍ଷଣ କରିବା; ଦେଖିବା — To look at
  • ଦେ. କ୍ରି. (ନିରୀକ୍ଷଣ) — ମନୋଯୋଗ ସହକାରେ ଦେଖିବା — To observe
  • ଦେ. କ୍ରି. (ନିରୀକ୍ଷଣ) — ତନ୍ନ ତନ୍ନ କରି ଦେଖିବା — To inspect minutely
  • ଦେ. କ୍ରି. (ନିରୀକ୍ଷଣ) — ଏକଦୃଷ୍ଟିରେ ଚାହିଁବା — To stare at