ନିରାସ୍ପଦ Nirāspada

  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍+ଆସ୍ପଦ) — ସତତ ଗତିବିଶିଷ୍ଟ; ଚଞ୍ଚଳ — Restless; counstantly moving
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍+ଆସ୍ପଦ) — ଅଶାନ୍ତ — Unastable
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍+ଆସ୍ପଦ) — ନିରାଳୟ; ବାସହୀନ — Homeless
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍+ଆସ୍ପଦ) — ଭାଗହୀନ; ନିରଂଶ — Portionless
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍+ଆସ୍ପଦ) — ଉଦ୍ଦେଶ୍ୟବିହୀନ — Objectless (M.W.)