ନିରାଶ୍ୱାସ Nirāṡwāsa

  • ସଂ. ବି. (ନିର୍+ଆଶ୍ୱାସ) — ଆଶାଭଙ୍ଗ — Discouragement
  • ସଂ. ବି. (ନିର୍+ଆଶ୍ୱାସ) — ନୈରାଶ୍ୟ — Hopelessness