ନିରାଶ୍ୱାସୀ Nirāṡwāsī

  • ସଂ. ବିଣ. ପୁଂ. (ନିର୍+ଆଶ୍ୱାସିନ୍ 1 ମା. 1 ବ) — ହତାଶ — Despairing
  • ସଂ. ବିଣ. ପୁଂ. (ନିର୍+ଆଶ୍ୱାସିନ୍ 1 ମା. 1 ବ) — ବିଷଷ୍ଣ; ଖିନ୍ନ — Dejected
  • ସଂ. ବିଣ. ପୁଂ. (ନିର୍+ଆଶ୍ୱାସିନ୍ 1 ମା. 1 ବ) — ନୈରାଶ୍ୟ ଜର୍ଜରିତ — Disconsolate