ନିରାବାଧ Nirābādha
- ସଂ. ବିଣ — ବାଧାହୀନ — Unobstructed; unopposed
- ସଂ. ବିଣ — ବ୍ୟାଧିଶୂନ୍ୟ — Free from disease
- ସଂ. ବିଣ — ଯାହାକୁ କେହି ବାଧା ଦେଉନାହିଁ — Undisturbed; unmolested (M.W.)
- ସଂ. ବିଣ — ଛଳଶୂନ୍ୟ — Guileless (M.W.)
- ସଂ. ବିଣ — ଯାହା ଅନିଷ୍ଟକର ନୁହେଁ — Harmless (M.W.)