ନିରାନନ୍ଦ Nirānanda
- ସଂ. ବିଣ. (ବହୁବ୍ରୀହି; ନିର୍+ଆନନ୍ଦ) — ଆନନ୍ଦହୀନ — Joyless; cheerless
- ସଂ. ବିଣ. (ବହୁବ୍ରୀହି; ନିର୍+ଆନନ୍ଦ) — ଦୁଃଖିତ — sad; sorrowful
- ସଂ. ବିଣ. (ବହୁବ୍ରୀହି; ନିର୍+ଆନନ୍ଦ) — ଯାହା ଆନନ୍ଦଦାୟକ ନୁହେଁ — Causing no pleasure (M.W.)
- ଦେ. ବି. — ବିଷାଦ — 2. Sadness; gloom; sorrow
- ଦେ. ବି. — ଅସନ୍ତୋଷ — Displeasure
- ଦେ. ବି. — ଶୋକ — Sorrow