ନିରାଧାର Nirādhāra
- ସଂ. ବିଣ. (ବହୁବ୍ରୀହି; ନିର୍+ଆଧାର) — ନିରାଶ୍ରୟ — Helpless
- ସଂ. ବିଣ. (ବହୁବ୍ରୀହି; ନିର୍+ଆଧାର) — ଆଧାର ବା ପାତ୍ର ଶୂନ୍ୟ — Destitute of a reception
- ସଂ. ବିଣ. (ବହୁବ୍ରୀହି; ନିର୍+ଆଧାର) — ନିରାଲମ୍ବ; ଅବଲମ୍ବନଶୂନ୍ୟ — Having no prop or support; self supporting; having no fulcrum; not relying on others
- ଦେ. ବିଣ. (ସଂ. ନିର୍ଦ୍ଧାରିତ) — ନିର୍ଦ୍ଧାରିତ; ନିଶ୍ଚିତ — Certain; sure; categorical; determined; undoubted
- ଦେ. ବିଣ. (ସଂ. ନିର୍ଦ୍ଧାରିତ) — ଆମ୍ଭର ସେ କଥା ଅଟଇ ନିରାଧାର। କୃଷ୍ଣସିଂହ. ମହାଭାରତ. ଆଦି।
- ଦେ. ବିଣ. (ସଂ. ନିର୍ଦ୍ଧାରିତ) — (ଯାହାର ରହିବାର ନିର୍ଦ୍ଦିଷ୍ଟ ସ୍ଥାନ ନାହିଁ) ଯେ ସବୁ— ଠାରେ ଅଛି — Omnipresent
- ଦେ. ବିଣ. (ସଂ. ନିର୍ଦ୍ଧାରିତ) — ହେ ନିରଞ୍ଜନ ନିରାକାର ନିରବଲମ୍ବନ ନିରାଧାର। ଭୂପତି. ପ୍ରେମପଞ୍ଚାମୃତ।
- ଦେ. ବିଣ. (ସଂ. ନିର୍ଦ୍ଧାରିତ) — (ସଂ. ନିରାହାର) ଯେ ଆଧାର ଅର୍ଥାତ୍ ଆହାର ଗ୍ରହଣ କରି ନାହିଁ; ଅଭୂକ୍ତ; ଉପବାସୀ; ନିରାହାର — Fasting; having had no food
- ଦେ. ବିଣ. (ସଂ. ନିର୍ଦ୍ଧାରିତ) — ଯଥା—ଏକାଦଶୀ ନିରାଧାର, ଭିତରେ ଭିତରେ ଚୂଡ଼ା ମାର—ପ୍ରବଚନ।