ନିରାତଙ୍କ Nirātaṅka
- ସଂ. ବିଣ. (ବହୁବ୍ରୀହି; ନିର୍+ଆତଙ୍କ) — ନିଃଶଙ୍କ; ନିର୍ଭୟ — Undaunted; fearless
- ସଂ. ବିଣ. (ବହୁବ୍ରୀହି; ନିର୍+ଆତଙ୍କ) — ଯାହା ଠାରୁ କୌଣସି ଶଙ୍କା ନାହିଁ — Safe; sensure
- ସଂ. ବିଣ. (ବହୁବ୍ରୀହି; ନିର୍+ଆତଙ୍କ) — ନିଶ୍ଚିନ୍ତ — Free from anxiety or care
- ସଂ. ବିଣ. (ବହୁବ୍ରୀହି; ନିର୍+ଆତଙ୍କ) — ନୀରୋଗ — Free from; ailment; hale
- ସଂ. ବିଣ. (ବହୁବ୍ରୀହି; ନିର୍+ଆତଙ୍କ) — ଯେ କଷ୍ଟପ୍ରଦ ନୁହେଁ — Not causing pain (M.W.)
- ସଂ. ବିଣ. (ବହୁବ୍ରୀହି; ନିର୍+ଆତଙ୍କ) — ଯେ କଷ୍ଟ ବୋଧ ନ କରେ — Not feeling pain (M.W.)
- ସଂ. ବି — ଶିବ — ṡiba (M.W.)