ନିରାକ୍ରୋଶ Nirākroṡa

  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+ଆକ୍ରୋଶ) — ସନ୍ତୁଷ୍ଟ — Contented
  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+ଆକ୍ରୋଶ) — ଆନନ୍ଦିତ — Pleased
  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+ଆକ୍ରୋଶ) — ଆକ୍ରୋଶହୀନ — Free from malice or grudge
  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+ଆକ୍ରୋଶ) — ଅନଭିଯୁକ୍ତ; ଅନିନ୍ଦିତ — Unaccused; unreviled (M.W.)