ନିରାକୃତ Nirākṛuta
- ସଂ. ବିଣ. (ନିର୍+ଆ+କୃ ଧାତୁ+କର୍ମ. ତ) — ନିବାରିତ; ପ୍ରତ୍ୟାଖ୍ୟାତ; ନିରସ୍ତ — Prevented; disowned
- ସଂ. ବିଣ. (ନିର୍+ଆ+କୃ ଧାତୁ+କର୍ମ. ତ) — ବହିଷ୍କୃତ — Expelled
- ସଂ. ବିଣ. (ନିର୍+ଆ+କୃ ଧାତୁ+କର୍ମ. ତ) — ଖଣ୍ଡିତ — Refuted
- ସଂ. ବିଣ. (ନିର୍+ଆ+କୃ ଧାତୁ+କର୍ମ. ତ) — ନିର୍ଣ୍ଣିତ; ଅବଧାରିତ — 4. Ascertained
- ସଂ. ବିଣ. (ନିର୍+ଆ+କୃ ଧାତୁ+କର୍ମ. ତ) — ମୀମାଂସିତ; ସିଦ୍ଧାନ୍ତିତ — Settled