ନିରାକୃତି Nirākṛuti
- ସଂ. ବି. (ନିର୍+ଆ+କୃ ଧାତୁ+ଭାବ. ତି) — ନିରାକରଣ (ଦେଖ) — Nirākaraṇa (See)
- ବିଣ—(ବହୁବ୍ରୀହି; ନିର୍=ନାହିଁ+ଆକୃତି) — ନିରାକାର; ଆକାରହୀନ — Shapeless; incorporeal
- ବିଣ—(ବହୁବ୍ରୀହି; ନିର୍=ନାହିଁ+ଆକୃତି) — ଉତ୍ଖାତ — Eradicated; uprooted
- ବିଣ—(ବହୁବ୍ରୀହି; ନିର୍=ନାହିଁ+ଆକୃତି) — ଧ୍ୱସ୍ତ — Ruined
- ବିଣ—(ବହୁବ୍ରୀହି; ନିର୍=ନାହିଁ+ଆକୃତି) — ବହିଷ୍କୃତ — Expelled
- ବିଣ—(ବହୁବ୍ରୀହି; ନିର୍=ନାହିଁ+ଆକୃତି) — ବେଦାଧ୍ୟୟନହୀନ; ସ୍ୱାଧ୍ୟାୟହୀନ — Not given to meditating on or studying the vedas
- ବିଣ—(ବହୁବ୍ରୀହି; ନିର୍=ନାହିଁ+ଆକୃତି) — ପଞ୍ଚଯଜ୍ଞ ତ୍ୟାଗୀ — Forsaking the five daily duites of a Hindu householder