ନିରାକୁଳଦ୍ୱାର Nirākuḻa dwāra
- ସଂ. ବିଣ. (ବହୁବ୍ରୀହି; ନିରାକୁଳ+ଦ୍ୱାର) — ଯେଉଁ ଗୃହ ବା ନଗରର ଦ୍ୱାର ବା ଫାଟକରେ ବେଶି ଲୋକ ଗହଳି ନାହିଁ — (a house or city) Whose gates are not too much crowded (M.W.)
- ସଂ. ବିଣ. (ବହୁବ୍ରୀହି; ନିରାକୁଳ+ଦ୍ୱାର) — (ନିର୍= ଅତିଶୟ+ଆକୁଳ ପରିପୂର୍ଣ୍ଣ)— ଅତ୍ୟନ୍ତ ଆକୁଳ ବା ପରିପୂର୍ଣ୍ଣ — Full of
- ସଂ. ବିଣ. (ବହୁବ୍ରୀହି; ନିରାକୁଳ+ଦ୍ୱାର) — (ଯଥା—କୁସୁମ ସମୂହ ନିରାକୁଳ ବହୁଳ କଳାପେ— ଗୀତଗୋବିନ୍ଦ)