ନିରାକାର Niṙākāra

  • ସଂ. ବିଣ. ପୁଂ (ବହୁବ୍ରୀହି; ନିର୍+ଆକାର) — ଆକାର ବିହୀନ — Shapeless; formless
  • ସଂ. ବିଣ. ପୁଂ (ବହୁବ୍ରୀହି; ନିର୍+ଆକାର) — ମୂର୍ତ୍ତିହୀନ — Incorporeal
  • ସଂ. ବି — ଆକାଶ — The sky
  • ସଂ. ବି — ବିଷ୍ଣୁ — A name of Bishṇu
  • ସଂ. ବି — ଶିବ — Ṡiba
  • ସଂ. ବି — ପରମାତ୍ମା — The superme Soul
  • ସଂ. ବି — (ନିର୍+ଆକାର=ଆହ୍ୱାନ) ନିର୍ଗତାହ୍ୱାନ; ଯାହାକୁ ଆହ୍ୱାନ କରାଯାଏ ନାହିଁ (ପ୍ରକୃତି ବାଦ) — Uninvited
  • ସଂ. ବି — ତିରସ୍କାର — Rebuke; reprimand
  • ସଂ. ବି — ହେୟ — Insignificant; unimportant. (M.W.)
  • ସଂ. ବି — ସ୍ୱର୍ଗ — Heaven (M.W.)