ନିରାକାଙ୍କ୍ଷ Nirākāṅksha
- ସଂ. ବିଣ. ପୁଂ (ବହୁବ୍ରୀହି; ନିର୍+ଆକାଙ୍କ୍ଷା) — ସ୍ପୃହା ରହିତ; ବୀତସ୍ପୃହ — Indifferent; desireless
- ସଂ. ବିଣ. ପୁଂ (ବହୁବ୍ରୀହି; ନିର୍+ଆକାଙ୍କ୍ଷା) — ନିଷ୍କାମ — Expecting. nothing; having no desire
- ସଂ. ବିଣ. ପୁଂ (ବହୁବ୍ରୀହି; ନିର୍+ଆକାଙ୍କ୍ଷା) — ସନ୍ତୁଷ୍ଟ — Contented
- ସଂ. ବିଣ. ପୁଂ (ବହୁବ୍ରୀହି; ନିର୍+ଆକାଙ୍କ୍ଷା) — ନିର୍ଲୋଭ — Free from lust or desire
- ସଂ. ବିଣ. ପୁଂ (ବହୁବ୍ରୀହି; ନିର୍+ଆକାଙ୍କ୍ଷା) — ଆଶାରହିତ — Expecting or wishing nothing (M.W.)
- ସଂ. ବିଣ. ପୁଂ (ବହୁବ୍ରୀହି; ନିର୍+ଆକାଙ୍କ୍ଷା) — (ବ୍ୟାକରଣ) ଯେଉଁ ବାକ୍ୟର ପୂରଣାର୍ଥ ଆଉ କିଛି ଲୋଡ଼ା ନ ଥାଏ — (grammer) Wanting nothing to fill up; complete