ନିରାକରିଷ୍ଣୁ Nirākarishṇu

  • ସଂ. ବିଣ (ନିର୍+ଆ+କୃ ଧାତୁ+ଶୀଳାର୍ଥେଇଷ୍ଣୁ) — ନିରାକରଣଶୀଳ — Exterminative; destructive; refuting; removing
  • ସଂ. ବିଣ (ନିର୍+ଆ+କୃ ଧାତୁ+ଶୀଳାର୍ଥେଇଷ୍ଣୁ) — ବ୍ୟାଘାତଜନକ — Obstructive; Preventive