ନିରାକରଣ Nirākaraṇa
- ସଂ. ବି (ନିର୍+ଆ+କୃ ଧାତୁ+ଭାବ. ଅନ) — ନିରସନ (ଦେଖ) — Nirasana (See)
- ସଂ. ବି (ନିର୍+ଆ+କୃ ଧାତୁ+ଭାବ. ଅନ) — ବହିଷ୍କରଣ — Expulsion; driving out
- ସଂ. ବି (ନିର୍+ଆ+କୃ ଧାତୁ+ଭାବ. ଅନ) — ବିନାଶନ — Exterminating
- ସଂ. ବି (ନିର୍+ଆ+କୃ ଧାତୁ+ଭାବ. ଅନ) — ଦୂରୀକରଣ — Driving away
- ସଂ. ବି (ନିର୍+ଆ+କୃ ଧାତୁ+ଭାବ. ଅନ) — ନିବାରଣ — Prevention; restraining
- ସଂ. ବି (ନିର୍+ଆ+କୃ ଧାତୁ+ଭାବ. ଅନ) — ପ୍ରତିବନ୍ଧ — Obstruction
- ସଂ. ବି (ନିର୍+ଆ+କୃ ଧାତୁ+ଭାବ. ଅନ) — ଖଣ୍ଡନ — Refutation
- ସଂ. ବି (ନିର୍+ଆ+କୃ ଧାତୁ+ଭାବ. ଅନ) — ସିଦ୍ଧାନ୍ତ; ମୀମାଂସା — Arriving at a conclusion
- ସଂ. ବି (ନିର୍+ଆ+କୃ ଧାତୁ+ଭାବ. ଅନ) — ପୃଥକ୍କରଣ — Separating
- ସଂ. ବି (ନିର୍+ଆ+କୃ ଧାତୁ+ଭାବ. ଅନ) — ରଦ୍ଦ୍ କରିବା (ହି. ଶବ୍ଦସାଗର) — Setting aside; nullifying