ନିରହଂକାର Nirahaṁkāra

  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍+ଅହଂକାର) — ଅହଂକାରଶୂନ୍ୟ; ଗର୍ବଶୂନ୍ୟ — Free from egotism or arrogance
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍+ଅହଂକାର) — ନିରଭିମାନ — Humble; modest
  • ବି — ଗର୍ବଶୂନ୍ୟତା — Freedom from egotism or pride