ନିରସ୍ୟମାନ Nirasyamāna

  • ସଂ. ବିଣ. ପୁଂ. (ନିର୍+ଅସ୍ ଧାତୁ=କ୍ଷେପଣ କରିବା +କର୍ମ. ଶାନଚ୍) — ଖଣ୍ଡ୍ୟମାନ — 1. Which is being refuted
  • ସଂ. ବିଣ. ପୁଂ. (ନିର୍+ଅସ୍ ଧାତୁ=କ୍ଷେପଣ କରିବା +କର୍ମ. ଶାନଚ୍) — ଦୂରୀକ୍ରିୟମାଣ — 3. Abandoned
  • ସଂ. ବିଣ. ପୁଂ. (ନିର୍+ଅସ୍ ଧାତୁ=କ୍ଷେପଣ କରିବା +କର୍ମ. ଶାନଚ୍) — ନିବାର୍ଯ୍ୟମାଣ — Prohibited