ନିରସ୍ତ୍ର Nirastra

  • ସଂ. ବିଣ. (ନିର୍=ନାହିଁ+ଅସ୍ତ୍ର ଯାହାର) — ଅସ୍ତ୍ରହୀନ — Weaponless; unarmed
  • ସଂ. ବିଣ. (ନିର୍=ନାହିଁ+ଅସ୍ତ୍ର ଯାହାର) — ଯାହାଠାରୁ ଅସ୍ତ୍ର କାଢ଼ି ନିଆ ଯାଇଅଛି — Disarmed