ନିରସ୍ତ କୁହକ Nirasta kuhaka
- ସଂ. ବିଣ. (ବହୁବ୍ରୀହି; ନିରସ୍ତ=ଦୂରୀଭୂତ+କୁହକ =ମାୟା) — ମାୟା ସମ୍ବନ୍ଧରୁ ବହିର୍ଭୂତ — Removed from the connection of delusion
- ସଂ. ବିଣ. (ବହୁବ୍ରୀହି; ନିରସ୍ତ=ଦୂରୀଭୂତ+କୁହକ =ମାୟା) — ଆତ୍ମ ପ୍ରକାଶେ ସଦା ଥାଇ ନିରସ୍ତ କୁହକ ବୋଲାଇ । ଜଗନ୍ନାଥ, ଭାଗବତ ।