ନିରଳଙ୍କାର Niraḻaṅkāra

  • ସଂ. ବିଣ. (ବହୁବ୍ରୀହି; ନିର୍+ଅଳଙ୍କାର) — ଆଭରଣବିହୀନ — Without ornaments; plain; unadorned
  • ସଂ. ବିଣ. (ବହୁବ୍ରୀହି; ନିର୍+ଅଳଙ୍କାର) — ଶବ୍ଦାଳଂକାର ବା ଅର୍ଥାଳଂଙ୍କାର ଯେଉଁ ରଚନାରେ ନ ଥାଏ — (Composition) In which there is no rhetorical figure