ନିରର୍ଥକତା Nirarthakatā

  • ସଂ. ବି — ରଚନାର ଦୋଷବିଶେଷ — A defect in composition where an unnecessary and unsuitable word is used
  • ସଂ. ବି — [ଦ୍ର—ରଚନାରେ ପ୍ରକୃତ ବିଷୟର ଅନୁପଯୋଗୀ ଓ ନିଷ୍ପୟୋଜନ ଶବ୍ଦ ପ୍ରଯୁକ୍ତ ହେଲେ ନିରର୍ଥକତା ଦୋଷ ହୁଏ ।]
  • ସଂ. ବି — ଅସ୍ତ ହେଲେ ବବି ଗ୍ରହରାଜ ଦିନମଣି ତାରାମୟହାର ପିନ୍ଧି ଆସିଲା ରଜନୀ । ରାଧାନାଥ. କବିତାବଳୀ । ଏଠାରେ 'ଗ୍ରହରାଜ' ଶବ୍ଦର ପ୍ରୟୋଗ ନିରର୍ଥକ।]