ନିରର୍ଗଳ Nirargaḻa

  • ସଂ. ବିଣ(ବହୁବ୍ରୀହି; ନିର୍= ନାହିଁ+ଅର୍ଗଳ= ପ୍ରତିବନ୍ଧକ) — ଅର୍ଗଳହୀନ; ଅନର୍ଗଳ — Unbarred
  • ସଂ. ବିଣ(ବହୁବ୍ରୀହି; ନିର୍= ନାହିଁ+ଅର୍ଗଳ= ପ୍ରତିବନ୍ଧକ) — ଅପ୍ରତିବନ୍ଧ; ନିବିଘ୍ନ — Without independentment; without obstacles
  • ସଂ. ବିଣ(ବହୁବ୍ରୀହି; ନିର୍= ନାହିଁ+ଅର୍ଗଳ= ପ୍ରତିବନ୍ଧକ) — ଅବାଧ; ମୁକ୍ତ; ଉଦ୍ଦାମ — Unrestrained; wild; free
  • ସଂ. ବିଣ(ବହୁବ୍ରୀହି; ନିର୍= ନାହିଁ+ଅର୍ଗଳ= ପ୍ରତିବନ୍ଧକ) — ଅବାଧ୍ୟ — Uncontrollable; irresistible. (M.W.)
  • କ୍ରି. ବିଣ — ଅବାଧରେ; ଅନର୍ଗଳ ରୂପେ — In an unrestrained manner; irresistibly
  • କ୍ରି. ବିଣ — ଜ୍ୱାଳାବଳି—ଜିହ୍ୱା ଚାଳି ଚାଲେ ଖରବେଗେ ଦାନାନଳ ନିରର୍ଗଳ ଯେହ୍ନେ ମହାବନେ । ରାଧାନାଥ. ମହାଯାତ୍ରା ।
  • କ୍ରି. ବିଣ — ସ୍ୱାଧୀନ ଭାବରେ — Freely