ନିରବସ୍ତାର Nirabastāra
- ସଂ. ବିଣ (ନିର୍+ଅବସ୍ତାର) — ଅନାବୃତ — Uncovered; bare
- ସଂ. ବିଣ (ନିର୍+ଅବସ୍ତାର) — ଯାହା ବୁଣା ଯାଇ ନାହିଁ — Not strewn. (M.W.)
- ସଂ. ବିଣ (ନିର୍+ଅବସ୍ତାର) — ଜାତିଭ୍ରଷ୍ଟ — Excommunicated
- ସଂ. ବିଣ (ନିର୍+ଅବସ୍ତାର) — ଅତି ନୀଚଜାତୀୟ — Of very low caste
- ସଂ. ବିଣ (ନିର୍+ଅବସ୍ତାର) — [ଦ୍ର—ଯେ ଭୋଜନ କଲେ କୌଣସି ପାତ୍ରରେ ଉକ୍ତ ପାତ୍ର ସଂସ୍କାର ଦ୍ୱାରା ମଧ୍ୟେ ଶୁଦ୍ଧ ହୁଏ ନାହିଁ, ତାହାକୁ ନିରବସିତ ଶୂଦ୍ର ବୋଲାଯାଏ—ପ୍ରକୃତିବାଦ ।]