ନିରବସର Nirabasara

  • ସଂ.ବିଣ (ବହୁବ୍ରୀହି; ନିର୍+ଅବସର) — ଅନବକାଶ; ଅବସରହୀନ — Leisureless
  • ସଂ.ବିଣ (ବହୁବ୍ରୀହି; ନିର୍+ଅବସର) — ବ୍ୟସ୍ତ; ବ୍ୟାପୃତ — Busy