ନିରବସନ୍ନ Nirabasanna
- ସଂ. ବିଣ(ନିର+ଅବ+ସଦ୍ ଧାତୁ+କର୍ତ୍ତୃ. ତ) — ଅବସାଦରହିତ; ଅନବସନ୍ନ — Not dejected; not cast down
- ସଂ. ବିଣ(ନିର+ଅବ+ସଦ୍ ଧାତୁ+କର୍ତ୍ତୃ. ତ) — ଅକ୍ଳାନ୍ତ; କ୍ଳାନ୍ତିହୀନ — Not fatigued; not wearied
- ସଂ. ବିଣ(ନିର+ଅବ+ସଦ୍ ଧାତୁ+କର୍ତ୍ତୃ. ତ) — ପ୍ରଫୁଲ୍ଲ — Cheerful
- ସଂ. ବିଣ(ନିର+ଅବ+ସଦ୍ ଧାତୁ+କର୍ତ୍ତୃ. ତ) — ଉଦ୍ବିଗ୍ନ — Anxious; eager (M.W.)