ନିରପେକ୍ଷ ଗତି nirapekṡha gati

  • ସଂ. ବି. — ଅନ୍ୟ ବସ୍ତୁର ଗତି ସଙ୍ଗେ ଯେଉଁ ଗତିର କୌଣସି ସମ୍ବନ୍ଧ ନ ଥାଏ; ସ୍ୱତନ୍ତ୍ର ଗତି — Free motion
  • ବିଣ. — ସ୍ୱାଧୀନ ଗତିବିଶିଷ୍ଟ — Having free motion