ନିରପରାଧୀ Niraparādhī

  • ଦେ. ବିଣ. ପୁଂ. (ଅଶୁଦ୍ଧ ବ୍ୟବହାର) — ନିର୍ଦ୍ଦୋଷ — Innocent; guiltless
  • ଦେ. ବିଣ. ପୁଂ. (ଅଶୁଦ୍ଧ ବ୍ୟବହାର) — [ଦ୍ର—ନିରପରାଧୀ ଓ ନିରପରାଧୀନୀ ଶବ୍ଦ ସଂସ୍କୃତ ଭାଷାରେ ଚଳେ ନାହିଁ, 'ନିର୍' ଉପସର୍ଗ ସଙ୍ଗେ ବହୁବ୍ରୀହି ସମାସ ହେଲେ 'ନିରପରାଧ' ଶବ୍ଦ ବିଶେଷ୍ୟ ରୂପେ ସିଦ୍ଧ ହୁଏ, ଅତଏବ 'ନିରପରାଧ' ଏହି ବିଶେଷ୍ୟରେ ଇନ୍ ପ୍ରତ୍ୟୟ କରି ବିଶେଷଣ ପଦ ସିଦ୍ଧ କରିବା ବ୍ୟାକରଣବିରୁଦ୍ଧ; ସେହିପରି ନିର୍ଦ୍ଦୋଷୀ ଓ ନିରୋଗୀ ପ୍ରଭୃତି ମଧ୍ୟ ଅଶୁଦ୍ଧ।]