ନିରପବର୍ତ୍ତ Nirapabartta

  • ସଂ. ବିଣ.—(ବହୁବ୍ରୀହି; ନିର୍+ଅପବର୍ତ୍ତ) — ଅପ୍ରତ୍ୟାବୃତ୍ତ — Not turning back. (Apte)
  • ସଂ. ବିଣ.—(ବହୁବ୍ରୀହି; ନିର୍+ଅପବର୍ତ୍ତ) — (ଗଣିତ) ଯେଉଁ ସଂଖ୍ୟାର ଲଘିଷ୍ଠ ସାଧାରଣ ବିଭାଜକ ନାହିଁ — (arithmetic) Leaving no common deviser; reduced to the lowest terms (Apte)