ନିରପତ୍ରପ Nirapatrapa

  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ଅପତ୍ରପା= ଲଜ୍ଜା) — ନିର୍ଲ୍ଲଜ୍ଜ; ବେହୟା — Shameless; immodest
  • ସଂ. ବିଣ. ପୁଂ. (ବହୁବ୍ରୀହି; ନିର୍=ନାହିଁ+ଅପତ୍ରପା= ଲଜ୍ଜା) — ଧୃଷ୍ଟ — Insolent