ନିରନ୍ତର Nirantara

  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+ଅନ୍ତର=ଅବକାଶ) — ସାନ୍ଦ୍ର; ନିବିଡ଼; ଘନ — Thick; dense; compact; close
  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+ଅନ୍ତର=ଅବକାଶ) — ନିରବକାଶ; ଅନବଶର — Without leisure; having no interval in space or time (M.W.)
  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+ଅନ୍ତର=ଅବକାଶ) — ଅସୀମ — Unlimited
  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+ଅନ୍ତର=ଅବକାଶ) — ଅପରିଧାନ; ନଗ୍ନ — Naked
  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+ଅନ୍ତର=ଅବକାଶ) — ଅଛିଦ୍ର — Impervious
  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+ଅନ୍ତର=ଅବକାଶ) — ଅନାତ୍ମୀୟ — Not pertaining to one's self
  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+ଅନ୍ତର=ଅବକାଶ) — ଅମଧ୍ୟ; ବ୍ୟବଧାନରହିତ — Having no space between
  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+ଅନ୍ତର=ଅବକାଶ) — ପ୍ରକାଶିତ — Manifest; not hidden from view
  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+ଅନ୍ତର=ଅବକାଶ) — ଆଭ୍ୟନ୍ତରିକ — Inner; internal
  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+ଅନ୍ତର=ଅବକାଶ) — ଅବିରତ — Incessant; continuous; uninterrupted
  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+ଅନ୍ତର=ଅବକାଶ) — ବିଶ୍ୱାସୀ — Faithful; true. (M.W.)
  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+ଅନ୍ତର=ଅବକାଶ) — (ଅମୁକରେ) ପୂର୍ଣ୍ଣ — Abounding in; full of. (M.W.)