ନିରନ୍ତରାଳ Nirantarāḻa

  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+ଅନ୍ତରାଳ= ବ୍ୟବଧାନ) — ଗାଢ଼; ଘନ; ନିବିଡ଼; ସାନ୍ଦ୍ର — Thick; close set; solid impervious
  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+ଅନ୍ତରାଳ= ବ୍ୟବଧାନ) — ଅଭେଦ୍ୟ — Inpenetrable
  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+ଅନ୍ତରାଳ= ବ୍ୟବଧାନ) — ବ୍ୟବଧାନରହିତ — Having no intervening space
  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+ଅନ୍ତରାଳ= ବ୍ୟବଧାନ) — ସଂକୀର୍ଣ୍ଣ — Narrow