ନିରନୁରୋଧ Niranurodha

  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+ଅନୁରୋଧ) — ଯେ ଅନୁରୋଧର ଅପେକ୍ଷା ନ ରଖେ; ବେମୋହବତିଆ; ଯେ ମୁଲାହିଜାକୁ ଚାହେଁ ନାହିଁ; ନିରପେକ୍ଷ — One who does not accede to request; having no regard for the request or feeling of others
  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+ଅନୁରୋଧ) — ଅପ୍ରିୟ — Disagreeable; unamiable
  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+ଅନୁରୋଧ) — ନିଷ୍କୃପ; ନିର୍ଦ୍ଦୟ — Unkind
  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+ଅନୁରୋଧ) — ପ୍ରତିକୂଳ — Unfavourable