ନିରନୁଗ୍ରହ Niranugraha

  • ସଂ. ବିଣ. (ବହୁବ୍ରୀହି; ନିର୍+ଅନୁଗ୍ରହ) — ଅନୁଗ୍ରହଶୂନ୍ୟ — Ungracious
  • ସଂ. ବିଣ. (ବହୁବ୍ରୀହି; ନିର୍+ଅନୁଗ୍ରହ) — ପ୍ରତିକୂଳ — Unfavourable
  • ସଂ. ବିଣ. (ବହୁବ୍ରୀହି; ନିର୍+ଅନୁଗ୍ରହ) — ନିର୍ଦ୍ଦୟ — Unkind