ନିରଧିକାର Niradhikāra

  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+ଅଧିକାର) — ଅଧିକାର ବିହୀନ — Having no authority
  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+ଅଧିକାର) — ବେଦଖଲ — Disposessed
  • ସଂ. ବିଣ. (ବହୁବ୍ରୀହି; ନିର୍=ନାହିଁ+ଅଧିକାର) — ସଂସ୍ରବହୀନ — Having no connection